ହାତୀ ପିଠିରେ ନିଆଁ ଲଗାଇବା ଘଟଣା: ଦୁଇ ଅସ୍ଥାୟୀ ବନ କର୍ମଚାରୀ ବହିଷ୍କୃତ

ଅସ୍ଥାୟୀ ବନବିଭାଗ କର୍ମଚାରୀଙ୍କୁ ବହିଷ୍କାର କଲା ବନବିଭାଗ । ଗତ ୧୫ ତାରିଖରେ ମୟୂରଭଞ୍ଜ ଜିଲ୍ଲା ଦୁଧିଆଣି ରେଞ୍ଜ ଡୁମୁରିଆ ଗାଁରେ ହାତୀ ପିଠିରେ ନିଅାଁ ଲଗାଇ ଦେଇଥିଲେ ଦୁଇଜଣ ବ୍ୟକ୍ତି ।

କରଞ୍ଜିଆ(କେନ୍ୟୁଜ୍): ହାତୀ ପିଠିରେ ନିଆଁ ଲଗାଇବା ଘଟଣାରେ କାର୍ଯ୍ୟାନୁଷ୍ଠାନ। ଦୁଇ ଅସ୍ଥାୟୀ ବନ କର୍ମଚାରୀ ବହିଷ୍କୃତ । ଅସ୍ଥାୟୀ ବନବିଭାଗ କର୍ମଚାରୀଙ୍କୁ ବହିଷ୍କାର କଲା ବନବିଭାଗ । ଗତ ୧୫ ତାରିଖରେ ମୟୂରଭଞ୍ଜ ଜିଲ୍ଲା ଦୁଧିଆଣି ରେଞ୍ଜ ଡୁମୁରିଆ ଗାଁରେ ହାତୀ ପିଠିରେ ନିଅାଁ ଲଗାଇ ଦେଇଥିଲେ ଦୁଇଜଣ ବ୍ୟକ୍ତି । ସେ ଦୁଇଜଣ ଅସ୍ଥାୟୀ ବନବନିଭାଗ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ। ବହିଷ୍କୃତ ହୋଇଥିବା ଦୁଇ ବନ କର୍ମଚାରୀ ହେଲେ ଦୀପକ ମୁଣ୍ଡା ଓ ବାପି ମାଝୀ । ଗତ ୨୭ ତାରିଖରେ ହାତୀ ପିଠିରେ ନିଅାଁ ଲଗାଇଦେଇଥିବା ଭିଡିଓ ଭାଇରାଲ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.