ଢେଙ୍କାନାଳ: ପୁଣି ସଙ୍କଟରେ ଗଜରାଜ, ମହାବିରୋଡ଼ ରେଞ୍ଜ କୁଟୁରିଆଗାଁ ପାଖ ଜଙ୍ଗଲରୁ ହାତୀର ମୃତଦେହ ଉଦ୍ଧାର

ଢେଙ୍କାନାଳ(କେନ୍ୟୁଜ୍): ପୁଣି ସଙ୍କଟରେ ଗଜରାଜ । ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ରେଞ୍ଜ କୁଟୁରିଆଗାଁ ପାଖ ଜଙ୍ଗଲରୁ ହାତୀର ମୃତଦେହ ଉଦ୍ଧାର ହୋଇଛି । ମୃତ ହାତୀ ଅଣ୍ଡିରା ନା ମାଇ ତାହା ସ୍ୱଷ୍ଟ ହୋଇ ନାହିଁ । ଏକ ମାସ ତଳେ ହାତୀର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ବନ ବିଭାଗର ଏକ ଟିମ ଓ ପ୍ରାଣୀ ଚିକିତ୍ସକ ପହଞ୍ଚିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.