ଢେଙ୍କାନାଳ: ଟ୍ରକ୍ ଧକ୍କାରେ ଗଲା ଗଜରାଜର ଜୀବନ, ରାସ୍ତା ପାର ହେଉଥିବା ସମୟରେ ଅଘଟଣ

ଢେଙ୍କାନାଳ(କେନ୍ୟୁଜ୍): ପୁଣି ସଙ୍କଟରେ ଗଜରାଜ। ଟ୍ରକ୍ ଧକ୍କାରେ ହାତୀର ମୃତ୍ୟୁ। ଢେଙ୍କାନାଳ ସଦର ରେଞ୍ଜ ଅନ୍ତର୍ଗତ ଜୀବନଖୋଲ ନିକଟରେ ଦନ୍ତା ହାତୀର ମୃତ୍ୟୁ ହୋଇଛି। ହାତୀ ପଲ ରାସ୍ତା ପାର ହେଉଥିବା ସମୟରେ ଟ୍ରକଟି ଧକ୍କା ଦେଇଥିବା ସନ୍ଦେହ କରାଯାଉଛି। ଆଜି ଭୋର ସମୟରେ ଦୁର୍ଘଟଣା ଘଟିଛି। ଖବର ପାଇ ବନବିଭାଗ ଅଧିକାରୀ ଘଟଣାସ୍ଥଳକୁ ଯାଉଛନ୍ତି।

Leave A Reply

Your email address will not be published.