୪ ଦିନ ପରେ ଅସୁସ୍ଥ ହାତୀର ମୃତ୍ୟୁ

ଅସୁସ୍ଥ ହାତୀର ମୃତ୍ୟୁ । ଆଜି ଟ୍ରାଙ୍କୁଲାଇଜର କରାଯାଉଥିବାବେଳେ ହାତୀଟିର ମୃତ୍ୟୁ ହୋଇଛି। ସୋର ବନାଞ୍ଚଳ ଜାତପଦାରେ ଅସୁସ୍ଥ ହାତୀଟି ପାଣିରେ ଫସିରହିଥିଲା । ଦୀର୍ଘ ସମୟ ପରେ ବାହାରକୁ ଆସିଥିଲା ହାତୀ ।

ସୋର : ଅସୁସ୍ଥ ହାତୀର ମୃତ୍ୟୁ । ଆଜି ଟ୍ରାଙ୍କୁଲାଇଜର କରାଯାଉଥିବାବେଳେ ହାତୀଟିର ମୃତ୍ୟୁ ହୋଇଛି। ସୋର ବନାଞ୍ଚଳ ଜାତପଦାରେ ଅସୁସ୍ଥ ହାତୀଟି ପାଣିରେ ଫସିରହିଥିଲା । ଦୀର୍ଘ ସମୟ ପରେ ବାହାରକୁ ଆସିଥିଲା ହାତୀ ।

ଅସୁସ୍ଥ ହାତୀର ଚିକିତ୍ସା ପାଇଁ ଡ଼ାକ୍ତରୀଦଳ ପହଞ୍ଚି ଟ୍ରାଙ୍କୁଲାଇଜର ଦେଇଥିଲେ । ହେଲେ ହାତୀଟିର ମୃତ୍ୟୁ ହୋଇଥିଲା। ଘଟଣା ସ୍ଥଳରେ କୁଲଡିହା ଓ ଔପଦା ରେଞ୍ଜର ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି । ହାତୀର ବ୍ୟଵଛେଦ ପରେ ମୃତ୍ୟୁର କାରଣ ଜଣାପଡିବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.