ପୁଣି ସମଲେଶ୍ୱରୀ ମନ୍ଦିର ପରିଦର୍ଶନ କଲେ ସ୍ୱତନ୍ତ୍ର ଟିମ୍, ରିପୋର୍ଟ ପ୍ରସ୍ତୁତ କରି ପ୍ରଦାନ କରିବେ ରାଜ୍ୟ ସରକାରଙ୍କୁ

ସମ୍ବଲପୁର: ପୁଣି ସମଲେଶ୍ୱରୀ ମନ୍ଦିର ପରିଦର୍ଶନ କଲେ ସ୍ୱତନ୍ତ୍ର ଟିମ୍ । ଗତ ଜାନୁଆରି ୩୦ ତାରିଖରେ ସମଲେଶ୍ୱରୀ ମନ୍ଦିର ପରିଦର୍ଶନରେ ଆସିଥିବା ତିନି ଜଣିଆ ଟିମ୍ ଗୁରୁବାର ପୁଣି ଗସ୍ତ କରିଛନ୍ତି । ମନ୍ଦିର କର୍ତ୍ତୃପକ୍ଷ ଟିମ୍‌କୁ ସମସ୍ତ ସ୍ଥାନ ବୁଲାଇ ଦେଖାଇଛନ୍ତି । ଆଳତୀ ଘାଟରୁ ଆରମ୍ଭ କରି ମନ୍ଦିର ବେଢା ଓ ଏହାର ଆଖପାଖ ଅଞ୍ଚଳ ବୁଲି ଦେଖିଥିଲେ । ଏହି ଟିମ୍ ରିପୋର୍ଟ ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କୁ ଦେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.