ବାଲେଶ୍ୱରରେ ନକଲି ମୋବିଲ କାରଖାନା ଉପରେ ଚଢାଉ, ୨ ଗିରଫ

ବାଲେଶ୍ୱର(କେନ୍ୟୁଜ୍): ବାଲେଶ୍ୱରରେ ନକଲି ମୋବିଲ କାରଖାନା। ସହଦେବ ଖୁଣ୍ଟା ଥାନା ଅରଡ ବଜାରର ଏକ ଭଡା ଘରୁ ବିପୁଳ ପରିମାଣର ନକଲି ମୋବିଲ ସହ ଷ୍ଟିକର ଜବତ ହୋଇଛି। ଦୀର୍ଘ ଦିନ ଧରି ଏକ ଭଡା ଘରେ ବେଆଇନ ଭାବେ ମୋବିଲ କାରଖାନା ଚାଲିଥିଲା। ଖବର ପାଇ ସହଦେବ ଖୁଣ୍ଟା ଥାନା ଆଇଆଇସିଙ୍କ ନେତୃତ୍ୱରେ ଚଢାଉ କରାଯାଇଥିଲା। ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.