ପ୍ରାଇସ୍, ପ୍ରେଷ୍ଟିଜ ଓ ପେନସନ ଦାବିରେ ପୁଣି ଗର୍ଜିଲେ ଚାଷୀ

ଭୁବନେଶ୍ୱର(କେନ୍ୟୁଜ୍) : ପୁଣି ଗର୍ଜିଲେ ଚାଷୀ । ଚାଷୀଙ୍କୁ ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ଦାବିରେ ନବନିର୍ମାଣ କୃଷକ ସଙ୍ଗଠନର ପୁଣି ଜୋରଦାର ଆନ୍ଦୋଳନ । ପୁଣି ରାଜରାସ୍ତାକୁ ଓହ୍ଲାଇଲେ ଶହ ଶହ ଚାଷୀ ।

strk ଚାଷୀ ନେତା ଅକ୍ଷୟ କୁମାରଙ୍କ ନେତୃତ୍ୱରେ ଚାଷୀମାନେ ଭୁବନେଶ୍ୱର ରଘୁନାଥପୁରରୁ ରାଜଭବନ ଯାଏ ଏକ ବିଶାଳ ଶୋଭାଯାତ୍ରାରେ ଯାଉଛନ୍ତି । ଚାଷୀଙ୍କ ସ୍ୱାର୍ଥ ନେଇ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରାଯିବ । ସେପଟେ କୃଷିମନ୍ତ୍ରୀ କହିଛନ୍ତି, ଚାଷୀଙ୍କ ସମସ୍ୟାକୁ ସରକାର ଗୁରୁତ୍ୱ ଦେଉଛନ୍ତି । ସମାଧାନ ପାଇଁ ବହୁ ପଦକ୍ଷେପ ନେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.