ଚାଷୀ-ପୋଲିସ୍ ମୁହାଁମୁହିଁ: ବ୍ୟାରିକେଡ ଭାଙ୍ଗି ଟିଟଲାଗଡ ରେଳ ଷ୍ଟେସନ ଭିତରକୁ ଧସେଇ ପଶିଲେ ଆନ୍ଦୋଳନକାରୀ
ଟିଟଲାଗଡ(କେନ୍ୟୁଜ୍): ଚାଷୀ-ପୋଲିସ୍ ମୁହାଁମୁହିଁ । ବ୍ୟାରିକେଡ ଭାଙ୍ଗି ଟିଟଲାଗଡ ରେଳ ଷ୍ଟେସନ ଭିତରକୁ ଧସେଇ ପଶିଲେ ଆନ୍ଦୋଳନକାରୀ । ୨୦୨୧ ମସିହା ଫସଲ ବୀମା ଦାବି ନେଇ ଗର୍ଜିଲେ ବଲାଙ୍ଗିର ଜିଲ୍ଲା କୃଷକ ମହାସଙ୍ଗଠନ । ୨୦୨୧ ମସିହାରେ ଚାଷୀ ଫସଲ ବୀମା କରିଥିବା ବେଳେ ବଲାଙ୍ଗିର ଜିଲ୍ଲାର…