ବରଗଡ଼ ଜିଲ୍ଲାରେ ୨୦୧୯-୨୦ ମସିହାର ଖରିଫ ଧାନର କିଣାବିକା ପ୍ରକ୍ରୟା ଆରମ୍ଭ, ଚକଡ଼ା ପୋକର ପ୍ରାଦୁର୍ଭାବ ପାଇଁ ଚିନ୍ତାରେ ଚାଷୀ

ବରଗଡ଼: ରାଜ୍ୟର ଭାତ ହାଣ୍ଡି କୁହାଯାଉଥିବା ବରଗଡ଼ ଜିଲ୍ଲାରେ ୨୦୧୯-୨୦ ମସିହାର ଖରିଫ ଧାନର କିଣାବିକା ପ୍ରକ୍ରୟା ଆରମ୍ଭ ହୋଇଛି । ଏବେ ଧାନ ଅମଳ ସମୟ । ଚାଷୀ ତାର ଉତ୍ପାଦିତ ଧାନକୁ ସଂଗ୍ରହ କରୁଥିବା ବେଳେ ଚାଷୀଙ୍କୁ ଦାଉ ସାଜିଛି ଚକଡ଼ା ପୋକ । ଧାନ କେଣ୍ଡା ସୁନା ପରି ଦେଖା ଯାଉଥିବା ବେଳେ ଚକଡ଼ା ପୋକର ପ୍ରାଦୁର୍ଭାବ ପାଇଁ ଧାନ ସବୁ ନଷ୍ଟ ହୋଇଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.