ହାତରେ ତଲଓ୍ଵାର ଧରି ଡ୍ୟାନ୍ସ କରିବାର ନଜର ଆସିଲେ ସ୍ମୃତି ଇରାନୀ

କେନ୍ଦ୍ରୀୟ ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଏକ ନିଆରା ଅନ୍ଦାଜ୍‌ରେ ଦେଖିବାକୁ ମିଳିଛି। ରିପୋର୍ଟ ଅନୁଯାୟୀ ସ୍ମୃତି ଇରାନୀ ସ୍ୱାମୀ ନାରାୟଣ ଗୁରୁକୁଳ ମୂର୍ତ୍ତି ସ୍ଥାପନା ମହୋତ୍ସବରେ ଯୋଗ ଦେବା ପରେ ସେଠାରେ ଭାଭନଗରରେ ଛୋଟ ପିଲାମାନଙ୍କ ମଧ୍ୟରେ ସ୍ମୃତି ଇରାନୀ ତଲଓ୍ଵାର ଚଲାଛନ୍ତି। ଏଠାରେ କେନ୍ଦ୍ରୀୟ ମନ୍ତ୍ରୀ ସ୍ମୃତି ଇରାନୀ ଦୁଇ ହାତରେ ତଲଓ୍ଵାର ଧରି ଛୋଟ ପିଲାମାନଙ୍କ ସମ୍ମୁଖରେ ଡ୍ୟାନ୍ସ କରିଛନ୍ତି।

video courtesy- Aajtak

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.