କଟକ : ପୁରୀ-ବଡ଼ବିଲ ରେଳ ଅଟକାଇଛନ୍ତି ଶତାଧିକ ଚାଷୀ

କଟକ : କଟକରେ ରେଳରୋକ । କଟକ ରେଳ ଷ୍ଟେସନରେ ପୁରୀ-ବଡ଼ବିଲ ଅଟକାଇଛନ୍ତି ଶତାଧିକ ଚାଷୀ । ଚାଷୀଙ୍କ ଅଭିଯୋଗ, ସମାବେଶ ପାଇଁ ଭୁବନେଶ୍ୱର ଯାଉଥିବା ବେଳେ ପୋଲିସ ସେମାନଙ୍କୁ ବାଟରେ ଅଟକାଉଛି । ଏହାର ପ୍ରତିବାଦରେ ଚାଷୀମାନେ ରେଳରୋକ କରିଛନ୍ତି । ଫଳରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

Leave A Reply

Your email address will not be published.