Below header
Browsing Tag

rail rok

ନୂତନ ଟ୍ରେନ ଚଳାଚଳ ଦାବିରେ ରେଳ ରୋକ, ତାତିଲେ ବିକ୍ଷୋଭକାରୀ

ଭଦ୍ରକ (କେନ୍ୟୁଜ): ନୂତନ ରେଳ ଚଳାଚଳ ଦାବିରେ ରେଳ ଧାରଣା ଉପରେ ଧାରଣା। ପୁରୀ ମେମୁ ଟ୍ରେନ ଚଳାଚଳ ଦାବିରେ ଦୀର୍ଘ ଦିନ ଧରି ଭଦ୍ରକ ବାସୀଙ୍କ ପକ୍ଷରୁ ଦାବି ହୋଇ ଆସୁଥିଲା କିନ୍ତୁ ଭଦ୍ରକ ପରିବର୍ତ୍ତେ ଜଳେଶ୍ୱରରୁ ପୁରୀକୁ ମେମୁ ଟ୍ରେନ ଚଳାଚଳ ହେବାରୁ ଭଦ୍ରକ ବାସୀଙ୍କ ମଧ୍ୟରେ ଅସନ୍ତୋଷ…

ପାରଳାଖେମୁଣ୍ଡି ରେଳଷ୍ଟେସନ ଠାରେ ବିଭିନ୍ନ ଦାବି ନେଇ ରେଳ ରୋକ୍

ଗଜପତି(କେନ୍ୟୁଜ) : ପାରଳାଖେମୁଣ୍ଡି ରେଳଷ୍ଟେସନ ଠାରେ ରେଳ ରୋକ୍। ପୁରୀ-ଗୁଣୁପୁର ପ୍ଯାସେଞ୍ଜର ଟ୍ରେନ୍ କୁ ରୋକିଛନ୍ତି ଆନ୍ଦୋଳନକାରୀ। ବିଭିନ୍ନ ଦାବି ନେଇ ସକାଳ ୬ଟାରୁ ସ୍ଥାନୀୟ ବାସିନ୍ଦା ରେଳ ରୋକ୍ ଆରମ୍ଭ କରିଛନ୍ତି। ପାରଳାଖେମୁଣ୍ଡି ଷ୍ଟେସନରେ ପ୍ଲାଟଫର୍ମ ଉଚ୍ଚତା ବଢାଇବା, ସ୍ବଚ୍ଛ…

ଦ୍ରୁତଗାମୀ ଟ୍ରେନ୍ ରହଣି ଦାବିରେ ରେଳ ରୋକ, ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ

ସୋର (କେନ୍ୟୁଜ): ଆଜି ସକାଳ ୭ :୩୦ ରୁ ସୋର ଷ୍ଟେସନ ଲେବୁଲ କ୍ରସିଂ ଠାରେ ଅନିର୍ଦ୍ଧିଷ୍ଟ ରେଳ ରୋକ ଆରମ୍ଭ ହୋଇଛି । ନାଗରିକ ମଞ୍ଚ ପକ୍ଷରୁ ରେଳ ରୋକ କରାଯାଇଛି । ଷ୍ଟେସନରେ ଦ୍ରୁତଗାମୀ ଟ୍ରେନ ରହଣି, ଷ୍ଟେସନର ଉନ୍ନତି କରଣ ଦାବିରେ ରେଳ ରୋକ ହୋଇଛି । ରେଳରୋକ ଯୋଗୁ ବ୍ୟାପକ ଆରପିଏଫ ଜିଆରପି…

ବ୍ରଜରାଜନଗର ରେଳ ଷ୍ଟେସନରେ ବିଭନ୍ନ ଦ୍ରୁତଗାମୀ ଟ୍ରେନ୍‌ର ରହଣୀ ଦାବିରେ ରେଳ ରୋକ୍ ଆନ୍ଦୋଳନ

ଝାରସୁଗୁଡା(କେନ୍ୟୁଜ): ବ୍ରଜରାଜନଗର ରେଳ ଷ୍ଟେସନରେ ବିଭନ୍ନ ଦ୍ରୁତଗାମୀ ଟ୍ରେନ୍‌ର ରହଣୀ ଦାବିରେ ରେଳ ରୋକ ଆନ୍ଦୋଳନ। ବ୍ରଜରାଜନଗର ନାଗରିକ କମିଟି ପକ୍ଷରୁ ଆଜି ସକାଳ ୬ଟାରୁ ଆରମ୍ଭ ହୋଇଛି ଆନ୍ଦୋଳନ। ଆନ୍ଦୋଳନକାରୀ ରେଳ ଧାରଣା ଉପରେ ବାଜା ଧରି ବସିଛନ୍ତି । ପୁରୀ-ଯୋଧପୁର ଏକ୍ସପ୍ରେସ,…

ଟ୍ରେନ୍‌ ରହଣି ଦାବିରେ ରେଳରୋକ, ପୋଲିସ ଓ ଆନ୍ଦୋଳନକାରୀ ମୁହାଁମୁହିଁ

କୁଚିଣ୍ଡା(କେନ୍ଯୁଜ୍): ଟ୍ରେନ୍‌ ରହଣି ଦାବିରେ ରେଳରୋକ। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ବାମରାରେ ୫ଟି ଟ୍ରେନର ପୁନଃ ରହଣୀ ଦାବିରେ ବାମରା ରେଳ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରେଳରୋକ ଆନ୍ଦୋଳନ ସହ ବାମରା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ବାମରା ଅଞ୍ଚଳର ଶତାଧିକ ଜନସାଧାରଣ…

ନାଲ୍‌କୋ ଦ୍ୱାରା କ୍ଷତିଗ୍ରସ୍ତ ଲୋକଙ୍କ ରେଳରୋକ, ସ୍ଥାୟୀ ନିଯୁକ୍ତି ଦାବି

ଅନୁଗୁଳ(କେନ୍ୟୁଜ): ନିଯୁକ୍ତି ଦାବିରେ କ୍ଷତିଗ୍ରସ୍ତଙ୍କ ଆନ୍ଦୋଳନ । ଅନୁଗୁଳ ଜିଲ୍ଲା ନାଲ୍‌କୋ ଦ୍ୱାରା କ୍ଷତିଗ୍ରସ୍ତ ଲୋକ ରେଳରୋକ କରିଛନ୍ତି । ଦୀର୍ଘ ୧୪ ବର୍ଷ ହେଲା ନାଲକୋରେ ସ୍ଥାୟୀ ନିଯୁକ୍ତି ଦାବି କରିଆସୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୂରଣ ହୋଇନାହିଁ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ…

ନୂଆ କୃଷି ଆଇନ ବିରୋଧରେ ଆଜି ଚାଷୀଙ୍କ ଦେଶବ୍ୟାପୀ ୪ ଘଣ୍ଟିଆ ରେଳରୋକ: ଦିନ ୧୨ଟାରୁ ୪ଟା ଯାଏ ଆନ୍ଦୋଳନ

କେନ୍ଯୁଜ୍: କୃଷି ଆଇନ ବିରୋଧରେ ଚାଷୀ ସଂଘର ପୂର୍ବ ନିଷ୍ପତ୍ତି ଅନୁସାରେ ଆଜି ୪ ଘଣ୍ଟିଆ ଦେଶବ୍ୟାପୀ ରେଳରୋକ । ୪୦ଟି କୃଷକ ସଙ୍ଗଠନର ନେତୃତ୍ୱ ନେଉଥିବା ସଂଯୁକ୍ତ କିଷାନ ମୋର୍ଚ୍ଚା ଏହି ରେଳରୋକ ଆନ୍ଦୋଳନ ଡାକରା ଦେଇଛି । ଦେଶର ବିଭିନ୍ନ ପ୍ରାନ୍ତରରୁ ଚାଷୀ ମାନେ ଏଥିରେ ସାମିଲ ହେବେ ବୋଲି…

ରେଳ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରେଳରୋକ ସହ ୧୨ ଘଣ୍ଟିଆ ବାମରା ବନ୍ଦ ଡାକରା

କୁଚିଣ୍ଡା: ସମ୍ବଲପୁର ଜିଲ୍ଲା ବାମରାରେ ପୂର୍ବରୁ ଅଟକୁ ଥିବା ରାଜେନ୍ଦ୍ରନଗର-ଦୁର୍ଗ-ସାଉଥବିହାର, ରାଉରକେଲା- ଭୁବନେଶ୍ୱର ଇଣ୍ଟରସିଟି ଓ ହାୱାଡା-ଅହମଦାବାଦ ଏକ୍ସପ୍ରେସ ଟ୍ରେନର ରହଣି ପ୍ରତ୍ୟାହାର ପ୍ରତିବାଦରେ ଆଜି ୧୨ ଘଣ୍ଟିଆ ବାମରା ବନ୍ଦ ଡାକରା ସହ ରେଳରୋକ କରାଯାଇଛି। ଏହି ୩ଟି…

୪ଦଫା ଦାବିନେଇ ଭଦ୍ରକ-ଧାମରା ରେଳପଥର ଯଶୀପୁର ବଳସାହିଠାରେ ରେଳରୋକ

ଚାନ୍ଦବାଲି: ୪ଦଫା ଦାବି ନେଇ ଭଦ୍ରକ-ଧାମରା ରେଳପଥର ଯଶୀପୁର ବଳସାହିଠାରେ ରେଳରୋକ । ନୂଆଗାଁ,ଯଶୀପୁର,ଜଳେଶ୍ବରପୁର ପଞ୍ଚାୟତର ଶତାଧିକ ଲୋକେ ବଳସାହି ରେଳ ଫାଟକ ନିକଟରେ ଧାମରା ଅଭିମୁଖେ ଯାଉଥିବା ଏକ ଟ୍ରେନକୁ ଅଟକାଇବା ସହ ଆନ୍ଦୋଳନ ଜାରି ରଖିଛନ୍ତି। ସ୍ଥାନୀୟ ବେକାରୀ ଯୁବକଙ୍କୁ…

ସମ୍ବଲପୁର: ପଶ୍ଚିମ ଓଡ଼ିଶା କୃଷକ ସମନ୍ଵୟ ସମିତି ପକ୍ଷରୁ ବୀମା ଦାବିରେ ବାମରା ଷ୍ଟେସନରୁ ସଗରା ପର୍ଯ୍ୟନ୍ତ ରେଳରୋକ

କୁଚିଣ୍ଡା : ବୀମା ଦାବିରେ ରେଳରୋକ। ପଶ୍ଚିମ ଓଡ଼ିଶା କୃଷକ ସମନ୍ଵୟ ସମିତି ପକ୍ଷରୁ ଏହି ରେଳରୋକ କରାଯାଇଛି। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଞ୍ଚଳରେ ଗତ ବର୍ଷ ଭୟଙ୍କର ମରୁଡି ହୋଇଥିଲା। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ସଶ୍ୟ ବୀମା ମିଳିନାହିଁ। ଏନେଇ ଚାଷୀମାନେ ବାରମ୍ବାର ଆନ୍ଦୋଳନ କରିବା ସହ…

କଟକ : ପୁରୀ-ବଡ଼ବିଲ ରେଳ ଅଟକାଇଛନ୍ତି ଶତାଧିକ ଚାଷୀ

କଟକ : କଟକରେ ରେଳରୋକ । କଟକ ରେଳ ଷ୍ଟେସନରେ ପୁରୀ-ବଡ଼ବିଲ ଅଟକାଇଛନ୍ତି ଶତାଧିକ ଚାଷୀ । ଚାଷୀଙ୍କ ଅଭିଯୋଗ, ସମାବେଶ ପାଇଁ ଭୁବନେଶ୍ୱର ଯାଉଥିବା ବେଳେ ପୋଲିସ ସେମାନଙ୍କୁ ବାଟରେ ଅଟକାଉଛି । ଏହାର ପ୍ରତିବାଦରେ ଚାଷୀମାନେ ରେଳରୋକ କରିଛନ୍ତି । ଫଳରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର…