ଡିସେମ୍ବର ୧ରୁ ପିପିଲି ଟୋଲଗେଟରେ ଲାଗୁହେବ ଫାସଟ୍ୟାଗ ବ୍ୟବସ୍ଥା

କେନ୍ୟୁଜ୍:ଡିସେମ୍ବର ୧ତାରିଖରୁ ଦେଶର ସମସ୍ତ ଟୋଲ ଗେଟରେ ଲାଗୁହେବ ଫାସଟ୍ୟାଗ ବ୍ୟବସ୍ଥା । ଗାଡ଼ିଚାଳକମାନେ ବ୍ୟାଙ୍କ ଆକାଉଣ୍ଟରୁ ଫାସଟ୍ୟାଗ ମାଧ୍ୟମରେ ଟଙ୍କା ପଇଠ କରିବେ । ଏଥିପାଇଁ ସେମାନଙ୍କୁ ଟୋଲ ଦେବା ପାଇଁ ଆଉ ଲମ୍ବା ଲାଇନରେ ସମୟ ବିତାଇବାକୁ ପଡିବ ନାହିଁ । ପିପିଲି ଟୋଲଗେଟରେ ମଧ୍ୟ ଏହି ବ୍ୟବସ୍ଥା ଲାଗୁ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.