ମର୍ମନ୍ତୁଦ ଦୁର୍ଘଟଣା: ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର ୪ ମୃତ, ୧ ଗୁରୁତର

ନବରଙ୍ଗପୁର (କେନ୍ୟୁଜ): ମର୍ମନ୍ତୁଦ ଦୁର୍ଘଟଣା। ଗଛରେ ପିଟିହେଲା କାର। ଘଟଣାସ୍ଥଳରେ ୪ ମୃତ, ୧ ଗୁରୁତର। ନବରଙ୍ଗପୁର ଡାବୁଗାଁ ବ୍ଲକ ସରାଗୁଡ଼ା ନିକଟରେ ଦୁର୍ଘଟଣା । ଉମରକୋଟରୁ ନବରଙ୍ଗପୁର ଫେରିବା ବେଳେ କାରଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା। ଗୁରୁତର ୨ ଜଣଙ୍କୁ କୋରାପୁଟ ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତକମାନେ ନବରଙ୍ଗପୁରର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.