ପୋଖରୀରେ ବାପ ଝିଅଙ୍କ ସଲିଳ ସମାଧି

ପୋଖରୀରେ ବୁଡ଼ି ବାପ ଝିଅଙ୍କ ସଲିଳ ସମାଧି। ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଲକ୍ ଆମ୍ବାବାହଳି ଗାଁରେ ଅଭାବନୀୟ ଘଟଣା। ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ପୋଖରୀରେ ବୁଡି ଯାଇଥିଲେ।

ଢେଙ୍କାନାଳ: ପୋଖରୀରେ ବୁଡ଼ି ବାପ ଝିଅଙ୍କ ସଲିଳ ସମାଧି। ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଲକ୍ ଆମ୍ବାବାହଳି ଗାଁରେ ଅଭାବନୀୟ ଘଟଣା। ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ପୋଖରୀରେ ବୁଡି ଯାଇଥିଲେ।

ସେମାନଙ୍କୁ ଗ୍ରାମବାସୀ ଉଦ୍ଧାର କରି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ବାପ ଓ ଝିଅଙ୍କୁ ମୃତ ଘୋଷଣା କରିଥିଲେ। ମୃତକମାନେ ହେଲେ ୪୮ ବର୍ଷୀୟ ମହେଶ୍ଵର ନାଏକ ଓ ଆଠ ବର୍ଷର ଝିଅ ମନ୍ଦାକିନୀ ନାଏକ। ଏହି ଘଟଣାରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.