ରେଳ ଧାରଣାରେ ଶୋଇ ମାଆ ପୁଅଙ୍କ ଆତ୍ମହତ୍ୟା ଉଦ୍ୟମ, ପୁଅ ମୃତ, ମା’ ଗୁରୁତର

ବରଗଡ଼ ଜିଲ୍ଲାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । କଳାପାଣି ରେଳ ଧାରଣାରେ ଶୋଇ ମାଆ ପୁଅ କରିଥିଲେ ଆତ୍ମହତ୍ୟା ଉଦ୍ୟମ। ହେଲେ ଏଥିରେ ପାଞ୍ଚ ବର୍ଷର ପୁଅର ମୃତ୍ୟୁ ହୋଇଯାଇ ଥିଲାବେଳେ ମା' ଗୁରୁତର ଆହତ ହୋଇଛନ୍ତି ।

ବରଗଡ଼ : ବରଗଡ଼ ଜିଲ୍ଲାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । କଳାପାଣି ରେଳ ଧାରଣାରେ ଶୋଇ ମାଆ ପୁଅ କରିଥିଲେ ଆତ୍ମହତ୍ୟା ଉଦ୍ୟମ। ହେଲେ ଏଥିରେ ପାଞ୍ଚ ବର୍ଷର ପୁଅର ମୃତ୍ୟୁ ହୋଇଯାଇ ଥିଲାବେଳେ ମା’ ଗୁରୁତର ଆହତ ହୋଇଛନ୍ତି ।

ମା’ଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ବଡ଼ ମେଡିକାଲ ରେ ଭର୍ତ୍ତି କରାଯାଇଛି। ଆତ୍ମହତ୍ୟା ଉଦ୍ୟମର କାରଣଜଣା ପଡ଼ିନାହିଁ । ଗୁରୁତର ମହିଳା ହେଲେ ତାଳଶ୍ରୀଗିଡା ଗାଁ ର ସୂର୍ଗତ ସୁନାଙ୍କ ପତ୍ନୀ ନମିତା ସୁନା  । ମୃତକ ୫ ବର୍ଷ ର ପୁଅ ଆୟୁଷକାନ୍ତ ସୁନା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.