କାମାକ୍ଷାନଗର-ବିଜାଡିହ ନିକଟରେ ଗଛରେ ପିଟି ହେଲା ବାଇକ୍, ଚାଲିଗଲା ବାପ ପୁଅଙ୍କ ଜୀବନ

କାମାକ୍ଷାନଗର: କାମାକ୍ଷାନଗର-ବିଜାଡିହ ନିକଟରେ ଗଛରେ ପିଟି ହେଲା ବାଇକ। ଚାଲିଗଲା ବାପ ପୁଅଙ୍କ ଜୀବନ । ମୃତକ ଦୁଇ ଜଣ ହେଉଛନ୍ତି ପରଜଙ୍ଗ ଗାଁର ସୁବ୍ରତ କୁମାର ମଲ୍ଲିକ ଏବଂ ତାଙ୍କ ବାପା ରମଣୀ ରଞ୍ଜନ ମଲ୍ଲିକ ।

ମିଳିଥିବା ସୂଚନା ମୁତାବକ, ଉଭୟ କଟକ ବଡ଼ ମେଡ଼ିକାଲକୁ ଚେକ୍ ଅପ ପାଇଁ ଯାଉଥିବା ବେଳେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିଲା । ତେବେ ଖବର ପାଇ ଘଟଣାସ୍ଥଳରେ ପୋଲିସ୍ ପହଁଚି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.