Below header

ଭୁବନେଶ୍ୱର: ଝିଅର ପ୍ରେମ ବିବାହକୁ ବିରୋଧ କରି ଜ୍ୱାଇଁ ଘରେ ଶ୍ୱଶୁର ଘର ଲୋକଙ୍କ ଦମନ ଲୀଳା, ଅସ୍ତ୍ରରେ ହାଣିଲେ ଓ ଫାଙ୍କା ଗୁଳି କରି ଫେରାର୍‌ ହେଲେ

ଭୁବନେଶ୍ବର(କେନ୍ୟୁଜ୍): ଜ୍ୱାଇଁ ଘରେ ଶ୍ୱଶୁର ଘର ଲୋକଙ୍କ ଆତଙ୍କ ରାଜ । ପିଟିଲେ , ଧାରୁଆ ଅସ୍ତ୍ରରେ ହାଣିଲେ ଓ ଫାଙ୍କା ଗୁଳି ଚାଳନା କରି ଫେରାର୍‌ ହେଲେ । ଏଭଳି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ଶିରିପୁର ଅଞ୍ଚଳରେ । ଝିଅର ପ୍ରେମ ବିବାହକୁ ବିରୋଧ କରି ଜ୍ୱାଇଁ ସମେତ ତାଙ୍କ ପରିବାର ଲୋକଙ୍କୁ ରାତି ଅଧିଆ  ଆକ୍ରମଣ ହୋଇଛି । ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି ଆକ୍ରମଣ ଶିକାର ହୋଇଥିବା ଜ୍ୱାଇ ଜୟଦେବ ଦେହୁରୀ । ସେପଟେ ଅଭିଯୋଗ ପରେ ତଦନ୍ତ ଆରାମ୍ଭ କରିଛି ପୋଲିସ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.