କଳିଙ୍ଗଟିଭି ଆଜି ପାଳନ କରୁଛି ୫ମ ସ୍ୱନକ୍ଷତ୍ର ଦିବସ

ଭୁବନେଶ୍ବର (କେନ୍ୟୁଜ୍) : କଳିଙ୍ଗଟିଭି ଆଜି ପାଳନ କରୁଛି ୫ମ ସ୍ୱନକ୍ଷତ୍ର ଦିବସ। ଗତ ୫ବର୍ଷ ମଧ୍ୟରେ ନିରପେକ୍ଷ ସମ୍ବାଦ ପରିବେଷଣ କରି ଖ୍ୟାତି ଅର୍ଜନ କରିଛି। ସମସ୍ତଙ୍କ ପସନ୍ଦର ଗଣମାଧ୍ୟମ ହୋଇପାରିଛି ଓ ଲୋକ ପ୍ରିୟତା ସାଉଁଟିଛି। ଶିକ୍ଷାବିତ ଓ ସମାଜସେବୀ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ପ୍ରଚିଷ୍ଠିତ କଳିଙ୍ଗଟିଭି ଦର୍ଶକଙ୍କ ଶ୍ରଦ୍ଧା, ସହଯୋଗ ପାଇଁ ଶିକ୍ଷା, ସମାଜସେବା, ମନୋରଞ୍ଜନ ସହ ନିରପେକ୍ଷ ସମ୍ବାଦ ପରିବେଷଣ କରିଚାଲିଛି। ୫ମ ସ୍ୱନକ୍ଷତ୍ର ଦିବସରେ ଓଡ଼ିଶା ଓ ଓଡିଶା ବାହାରେ ଥିବା ଅଗଣିତ ଦର୍ଶକଙ୍କୁ କଳିଙ୍ଗଟିଭି ପରିବାରର ହାର୍ଦ୍ଦିକ କୃତଜ୍ଞତା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.