ବିଜନେସ କ୍ଲବ ଅଫ୍ ଇଣ୍ଟରପ୍ରିନୁୟର୍ସର ପ୍ରତିଷ୍ଠା ଦିବସ ପାଳିତ, ଯୋଗ ଦେଲେ ରାଜ୍ୟପାଳ
ଭୁବନେଶ୍ୱର (କେନ୍ୟୁଜ୍) : ବିଜନେସ କ୍ଲବ ଅଫ୍ ଇଣ୍ଟରପ୍ରିନୁୟର୍ସ ପାଳିଛି ତାର ପ୍ରତିଷ୍ଠା ଦିବସ । ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ମୋ କଲେଜ ଚେୟାରମ୍ୟାନ୍ ଆକାଶ ଦାସନାୟକ, ପବ୍ଲିକ ଏଣ୍ଟରପ୍ରାଇଜ ଡିପାର୍ଟମେଣ୍ଟ ନିର୍ଦ୍ଦେଶକ…