୪ ଚକିଆ ଗାଡ଼ିରେ ଲାଗିବନି କଳା କାଚ, ଗଣିବେ ୫୦୦ ଟଙ୍କା ତଣ୍ଡ

ଭୁବନେଶ୍ବର(କେନ୍ୟୁଜ୍‌): ୪ ଚକିଆ ଗାଡ଼ିରେ ଲାଗିବନି କଳା କାଚ । କଳା କାଚ ଲାଗିଲେ ଗଣିବେ ୫୦୦ ଟଙ୍କା ତଣ୍ଡ । ଅପରାଧ ରୋକିବାକୁ କମିଶନରେଟ ପୋଲିସର ଆରମ୍ଭ ହେଲା ସ୍ୱତନ୍ତ୍ର ଅଭିଯାନ ।

ଏପର୍ଯ୍ୟନ୍ତ ୫୧ଟି ଗାଡ଼ିରୁ ଜରିମାନା ଆଦାୟ ହୋଇଛି । ଆଗକୁ ଆହୁରି ଜୋରଦାର କଡ଼ାକଡ଼ି ହେବ । ଏହି ସୂଚନା ଦେଇଛନ୍ତି ଟ୍ରାଫିକ ACP ସ୍ୱସ୍ତିକ ପଣ୍ଡା । ବାରମ୍ବାର ନିୟମ ଭାଙ୍ଗିଲେ ଗାଡ଼ି ସିଜ୍‌ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.