କୋରାପୁଟ ଏସ୍‌ବିଆଇ ସାଖାରେ ଅଗ୍ନିକାଣ୍ଡ

କୋରାପୁଟ (କେନ୍ଯୁଜ୍): କୋରାପୁଟ ଏସ୍‌ବିଆଇ ବ୍ୟାଙ୍କରେ ଅଗ୍ନିକାଣ୍ଡ । ଘଟଣାସ୍ଥଳରେ କୋରାପୁଟ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଛନ୍ତି । ସଂଧ୍ୟାରେ ବ୍ୟାଙ୍କର ଜେନେରେଟର କଠୋରୀରୁ ପ୍ରବଳ ଧୂଆଁ ବାହାରିଥିଲା ।

ଲୋକେ ଏଟିଏମକୁ ଟଙ୍କା ଉଠାଣ ପାଇଁ ଆସିଥିବା ବେଳେ ନିଆଁ ଲାଗିଥିବା ଦେଖି ତୁରନ୍ତ ଦମକଳ କେନ୍ଦ୍ରକୁ ଜଣାଇଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି ନିଆକୁ ଆୟତ୍ତ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.