ଜୟପୁର ଦୈନିକ ବଜାରରେ ଅଗ୍ନିକାଣ୍ଡ, ୩୦ ରୁ ଅଧିକ ଦୋକାନ ଭସ୍ମ

ଜୟପୁର(କେନ୍ୟୁଜ) : ଜୟପୁର ଦୈନିକ ବଜାରରେ ଅଗ୍ନିକାଣ୍ଡ । ନିଆଁଲାଗି ୩୦ରୁ ଅଧିକ ଦୋକାନ ଘର ପୋଡ଼ି ଯାଇଛି । ବିଦ୍ୟୁତ ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାଯାଇଛି।