Below header

କଟକ ଲିଙ୍କ ରୋଡ୍‌ LIC ଅଫିସରେ ଅଗ୍ନିକାଣ୍ଡ, ପୋଡ଼ିଗଲା ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର

କଟକ: କଟକ ଲିଙ୍କ ରୋଡ୍‌ LIC ଅଫିସରେ ଅଗ୍ନିକାଣ୍ଡ। ପୋଡ଼ିଗଲା ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର। ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବିଭାଗ। ACରୁ ସର୍ଟ ସର୍କିଟ୍‌ ହୋଇ ନିଆଁ ଲାଗିଥିବା ଅନୁମାନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.