Below header

ଖୋର୍ଦ୍ଧା: ବରୁଣେଇ ପାହାଡ଼ ନିକଟରେ ଥିବା କବା଼ଡି ଗୋଦାମରେ ଭୟଙ୍କର ନିଆଁ, ଲିଭାଇବା କାର୍ଯ୍ୟରେ ଲାଗିଛନ୍ତି ଦମକଳ ବାହିନୀ

ପ୍ରବଳ ନିଆଁରେ ଚାରିଆଡ଼ ଧୂଆଁମୟ ହୋଇଯାଇଛି। ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରହିଛି। ପାଖରେ ଜଙ୍ଗଲ ଥିବାରୁ ନିଆଁ ବ୍ୟାପିବା ଆଶଙ୍କା ବଢିଛି।

ଖୋର୍ଦ୍ଧା(କେନ୍ୟୁଜ୍): କବା଼ଡି ଗୋଦାମରେ ଭୟଙ୍କର ନିଆଁ। ଖୋର୍ଦ୍ଧା ଜିଲ୍ଲା ବରୁଣେଇ ପାହାଡ଼ ନିକଟରେ ଥିବା କବାଡ଼ି ଗୋଦାମରେ ନିଆଁ ଲାଗିଛି । ଭୟାବହ ନିଆଁରେ କବାଡ଼ି ଗୋଦାମରେ ଥିବା ବହୁ ସାମଗ୍ରୀ ଜଳିଯାଇଛି।

ପ୍ରବଳ ନିଆଁରେ ଚାରିଆଡ଼ ଧୂଆଁମୟ ହୋଇଯାଇଛି। ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରହିଛି। ପାଖରେ ଜଙ୍ଗଲ ଥିବାରୁ ନିଆଁ ବ୍ୟାପିବା ଆଶଙ୍କା ବଢିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.