ସହିଦନଗର ଭବାନୀ ମଲ୍‌ ନିକଟରେ ଅଗ୍ନିକାଣ୍ଡ, ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରଖିଛି ଅଗ୍ନିଶମ ବାହିନୀ

ଭିତରେ ପ୍ରବଳ ଧୂଆଁ ଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି। ବାର୍‌ ଭିତରେ କିଛି ଲୋକ ଫସିରହିଥିଲେ । ଅଗ୍ନିଶମ ବାହିନୀ କାନ୍ଥ ଭାଙ୍ଗି ସେମାନଙ୍କୁ ଉଦ୍ଧାର କରାଯାଇଛି ।

ଭୁବନେଶ୍ବର(କେନ୍ୟୁଜ୍): ଭୁବନେଶ୍ୱରରେ ଅଗ୍ନିକାଣ୍ଡ। ସହିଦନଗର ଭବାନୀ ମଲ୍‌ ନିକଟରେ ଅଗ୍ନିକାଣ୍ଡ। ମଲ୍‌ ନିକଟରେ ଥିବା ଏକ ବାର୍‌ରେ ନିଆଁ ଲାଗିଛି। ସର୍ଟ ସର୍କିଟରୁ ବାରରେ ନିଆଁ ଲାଗିଥିବା ସୂଚନା ମିଳିଛି।

ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରଖିଛନ୍ତି। ଭିତରେ ପ୍ରବଳ ଧୂଆଁ ଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି। ବାର୍‌ ଭିତରେ କିଛି ଲୋକ ଫସିରହିଥିଲେ । ଅଗ୍ନିଶମ ବାହିନୀ କାନ୍ଥ ଭାଙ୍ଗି ସେମାନଙ୍କୁ ଉଦ୍ଧାର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.