ରାୟଗଡା: କୋଇଲା ବୋଝେଇ ଟ୍ରେନରେ ନିଆଁ, ବିଶାଖାପାଟଣାରୁ ରାୟପୁର ଯାଉଥିଲା ଟ୍ରେନ

ରାୟଗଡା(କେନ୍ୟୁଜ୍): ବିଶାଖାପାଟଣାରୁ ରାୟପୁର ଯାଉଥିବା ଏକ କୋଇଲା ବୋଝେଇ ଟ୍ରେନରେ ନିଆଁ । ମାଲବାହି ଟ୍ରେନର ୪ଟି ବଗିରେ ନିଆଁ ଲାଗିବା ବିଷୟ ରାୟଗଡା ରେଳ ଷ୍ଟେସନ ପୁର୍ବରୁ ଜଣା ପଡିଯାଇଥିଲା । ଖବର ପାଇ ରାୟଗଡା ଷ୍ଟେସନ କର୍ତ୍ତୁପକ୍ଷ ଦମକଳବାହିନିକୁ ଖବର ଦେଇଥିଲେ । ଦମକଳ ବାହିନି ଘଟଣା ସ୍ଥଳରେ ପଂହଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଘଟଣାରେ କେହି ମୃତାହତ ହୋଇନଥିବା ଜଣାପଡିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.