Below header

ହଠାତ ହୁତୁ ହୁତୁ ହେଇ ଜଳିଗଲା ସ୍କର୍ପିଓ, ଅଳ୍ପକେ ବର୍ତ୍ତିଲା ୩ ଜଣଙ୍କ ଜୀବନ

ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଗରପଡା ଶ୍ରୀରାମ ସୁରୂପ ମହାପାତ୍ରଙ୍କ ସ୍କର୍ପିଓ ଗାଡି ଘର ସାମ୍ନାରେ ଠିଆ ହେଇଥିବା ଅବସ୍ଥାରେ ନିଆଁ ଲାଗି ଜଳି ଯାଇଛି । ଶ୍ରୀରାମ ସୁରୂପ ତାଙ୍କ ଝିଅକୁ ଅଙ୍ଗନବାଡି କେନ୍ଦ୍ରରୁ ଆଣି ଗାଡ଼ିକୁ ଘର ସାମ୍ନାରେ ରଖିଥିଲେ। ହଠାତ ହୁତୁ ହୁତୁ ହେଇ ଗାଡି ଜଳି ଉଠିଥିଲା ।

ଭଦ୍ରକ(କେନ୍ୟୁଜ୍): ହୁତୁ ହୁତୁ ହୋଇ ଜଳିଗଲା ସ୍କର୍ପିଓ । ଅଳ୍ପକେ ବର୍ତ୍ତିଲା ୩ ଜଣଙ୍କ ଜୀବନ । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଗରପଡା ଶ୍ରୀରାମ ସୁରୂପ ମହାପାତ୍ରଙ୍କ ସ୍କର୍ପିଓ ଗାଡି ଘର ସାମ୍ନାରେ ଠିଆ ହେଇଥିବା ଅବସ୍ଥାରେ ନିଆଁ ଲାଗି ଜଳି ଯାଇଛି । ଶ୍ରୀରାମ ସୁରୂପ ତାଙ୍କ ଝିଅକୁ ଅଙ୍ଗନବାଡି କେନ୍ଦ୍ରରୁ ଆଣି ଗାଡ଼ିକୁ ଘର ସାମ୍ନାରେ ରଖିଥିଲେ। ହଠାତ ହୁତୁ ହୁତୁ ହେଇ ଗାଡି ଜଳି ଉଠିଥିଲା ।

ନିଜେ ଶ୍ରୀରାମ ଓ କିଛି ସ୍ଥାନୀୟ ଲୋକ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ନିଆଁ ଆୟତ୍ତ ହୋଇ ନଥିଲା । ଆଗରପଡାରୁ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.