ଭୁବନେଶ୍ବର: ଜମିବାଡ଼ି ବିବାଦକୁ କେନ୍ଦ୍ର କରି ସରକନ୍ତରାରେ ଗୁଳିମାଡ଼, ପୁଅ ମୃତ ବାପା ଗୁରୁତର

ଭୁବନେଶ୍ବର(କେନ୍ୟୁଜ୍):  ଅଶାନ୍ତ ରାଜଧାନୀ । ଫୁଟିଲା ଗୁଳି । ଭୁବନେଶ୍ୱର ସରକନ୍ତରାରେ ଗୁଳିମାଡ଼ରେ ପୁଅ ପ୍ରାଣ ହରାଇଥବା ବେଳେ ବାପ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ନାଁ ପପୁ ଜେନା । ଗୁଳିମାଡ଼ ପରେ ଉଭୟଙ୍କୁ ଭୁବନେଶ୍ୱର ଏମ୍‌ସକୁ ନିଆଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ପପୁଙ୍କ ମୃତ୍ୟୁ ହୋଇଥିଲା । ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.