ଲୋୟର ପିଏମଜିରେ ମତ୍ସ୍ୟଜୀବୀଙ୍କ ବିକ୍ଷୋଭ, ୬ଦଫା ଦାବିରେ ଆନ୍ଦୋଳନ

ଭୁବନେଶ୍ବର ଲୋୟର ପିଏମଜିରେ ମତ୍ସ୍ୟଜୀବୀଙ୍କ ବିକ୍ଷୋଭ। ୬ ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ପ୍ରାୟ ୩୦ ହଜାରରୁ ଅଧିକ ମତ୍ସ୍ୟଜୀବୀ ବିକ୍ଷୋଭରେ ସାମିଲ ହୋଇଛନ୍ତି। ବାଲେଶ୍ୱର, ଭଦ୍ରକ, ପାରଦୀପ ସହ ରାଜ୍ୟର ବିଭିନ୍ନ ସ୍ଥାନରୁ ମତ୍ସ୍ୟଜୀବୀ ଆସି ଏକାଠି ହୋଇଛନ୍ତି ।

ଭୁବନେଶ୍ବର (କେନ୍ୟୁଜ): ଭୁବନେଶ୍ବର ଲୋୟର ପିଏମଜିରେ ମତ୍ସ୍ୟଜୀବୀଙ୍କ ବିକ୍ଷୋଭ। ୬ ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ପ୍ରାୟ ୩୦ ହଜାରରୁ ଅଧିକ ମତ୍ସ୍ୟଜୀବୀ ବିକ୍ଷୋଭରେ ସାମିଲ ହୋଇଛନ୍ତି। ବାଲେଶ୍ୱର, ଭଦ୍ରକ, ପାରଦୀପ ସହ ରାଜ୍ୟର ବିଭିନ୍ନ ସ୍ଥାନରୁ ମତ୍ସ୍ୟଜୀବୀ ଆସି ଏକାଠି ହୋଇଛନ୍ତି ।

ଡିଜେଲରେ ରିହାତି, ମତ୍ସ୍ୟଜୀବୀ କଲ୍ୟାଣ ପାଣି୍ଠ ଗଠନ, ମୁହାଁଣ ଗୁଡିକରେ ନିୟମିତ ଡ୍ରେଜିଂ, ଶିଳ୍ପରୁ ବିଷାକ୍ତ ଜଳ ସମୁଦ୍ରକୁ ନିଷ୍କାସନ ବନ୍ଦ କରିବା, ମତ୍ସ୍ୟଜୀବୀଙ୍କୁ ଜଙ୍ଗଲ ବିଭାଗ ଓ ତଟରକ୍ଷୀ ବାହିନୀର ଦୁର୍ବବ୍ୟହାର ବନ୍ଦ କରିବା ଆଦି ଦାବି ନେଇ ରାଜଧାନୀରେ ହଜାର ହଜାର ମତ୍ସ୍ୟଜୀବୀ ଆନ୍ଦୋଳନ କରୁଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.