ବର୍ଷା ଓ ବନ୍ୟାରେ ମାଲକାନଗିରିରେ ବ୍ୟାପକ କ୍ଷୟକ୍ଷତି, ଲୋକଙ୍କୁ ସୁବିଧା ଅସୁବିଧା ପଚାରି ବୁଝିଲେ ବିଧାୟକ

ମାଲକାନଗିରି(କେନ୍ୟୁଜ୍): ଲଗାଣ ବର୍ଷା ଓ ବନ୍ୟାରେ ମାଲକାନଗିରି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି। ଜଳମଗ୍ନ ହୋଇଛି ହଜାର ହଜାର ଏକର ଚାଷ ଜମି। ବ୍ୟାପକ ଫସଲ ନଷ୍ଟ। କେଉଁଠି ରାସ୍ତାଘାଟ ଓ ବ୍ରିଜ୍‌ ବି ଧୋଇ ଯାଇଛି। ଯା, ଆସ ଅସୁବିଧା ଭୋଗୁଛନ୍ତି ପ୍ରଭାବିଚ ଅଞ୍ଚଳର ଲୋକ। ସ୍ଥିତି ଅନୁଧ୍ୟାନ କରିଛନ୍ତି ମାଲକାନଗିରି ବିଧାୟକ ଆଦିତ୍ୟ ମାଢ଼ି। ଲୋକଙ୍କୁ ସୁବିଧା ଅସୁବିଧା ପଚାରି ବୁଝିଥିଲେ ବିଧାୟକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.