ବଜ୍ରକାପ୍ତା କାତି ଡିଲ୍ ବେଳେ ମାଡ଼ି ବସିଲା ବନବିଭାଗ, ବନ୍ଧାହେଲେ ୪ ଜଣ

ଶିମିଳିପାଳ ନିକଟ ପାଟବିଲ ଗାଁ ନିକଟରେ ଚାଲିଥିଲା ଡିଲ୍ । ବିଶେଷସୂତ୍ରରୁ ଖବରପାଇ ବ୍ୟବସାୟୀ ଭାବେ ଯାଇଥିଲା ବନବିଭାଗ । ବଜ୍ରକାପ୍ତା କାତି ବିକ୍ରି ପାଇଁ ଡିଲ୍ ଚାଲିଥିବାବେଳେ ବନବିଭାଗ କର୍ମଚାରୀ ମାଡି ବସିଥିଲେ ।

ବଜ୍ରକାପ୍ତା କାତି ଡିଲ୍ ବେଳେ ମାଡ଼ି ବସିଲା ବନବିଭାଗ । ବନ୍ଧାହେଲେ ୪ ଜଣ । ଶିମିଳିପାଳ ନିକଟ ପାଟବିଲ ଗାଁ ନିକଟରେ ଚାଲିଥିଲା ଡିଲ୍ । ବିଶେଷସୂତ୍ରରୁ ଖବରପାଇ ବ୍ୟବସାୟୀ ଭାବେ ଯାଇଥିଲା ବନବିଭାଗ । ବଜ୍ରକାପ୍ତା କାତି ବିକ୍ରି ପାଇଁ ଡିଲ୍ ଚାଲିଥିବାବେଳେ ବନବିଭାଗ କର୍ମଚାରୀ ମାଡି ବସିଥିଲେ ।

ଦକ୍ଷିଣ ଶିମିଳିପାଳ ଡେପୁଟି ଡାଇରେକ୍ଟରଙ୍କ କର୍ମଚାରୀ ଏବଂ କରଞ୍ଜିଆ ବନ ବିଭାଗ କର୍ମଚାରୀ ଚଢ଼ାଉରେ ସାମିଲ ଥିଲେ । ସାଢ଼େ ତିନି କେଜିର ବଜ୍ରକାପ୍ତା କାତି ଜବତ ହୋଇଛି। ଏହାର ଆନୁମାନିକ ମୁଲ୍ୟ ଲକ୍ଷାଧିକ ଟଙ୍କା ହେବ । ଏହି ଘଟଣାରେ ୪ ଜଣକୁ ଗିରଫ କରିଛି ବନ ବିଭାଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.