Sex Racket : ଦେହ ବ୍ୟବସାୟ ଚାଲିଥିବା ବେଳେ ଚଡ଼ାଉ କଲା ପୋଲିସ, ୪ ଜଣ ଦେହଜୀବୀ ସହ ଗ୍ରାହକ ଗିରଫ
ଜଗତସିଂହପୁର : ଦେହ ବ୍ୟବସାୟ ଚାଲିଥିବା ଭଡ଼ା ଘରେ ଚଢାଉ କଲା ପୋଲିସ । ଜଗତସିଂହପୁର ଜିଲ୍ଲା ତିର୍ତୋଲ ଥାନା ରାହାମ ବଜାରରେ ଏକ ଭଡ଼ା ଘରେ ଏଭଳି ଘଟଣା ସାମନାକୁ ଆସିଛି । ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଚଢ଼ାଉ ପରେ ସାମ୍ନାକୁ ଆସିଛି ସାଂଘାତିକ ତଥ୍ୟ । ଜଣେ ରାଣୀ ମହୁମାଛି ସମେତ ୪ ଜଣ…