ଭଦ୍ରକ ଚାନ୍ଦବାଲି ପୋଲିସକୁ ସଫଳତା, ନାବାଳିକାକୁ ଗଣଦୁଷ୍କର୍ମ ମାମଲାରେ ସମସ୍ତ ଅଭିଯୁକ୍ତ ଗିରଫ

ଭଦ୍ରକ: ଭଦ୍ରକ ଚାନ୍ଦବାଲି ପୋଲିସକୁ ସଫଳତା। ନାବାଳିକାକୁ ଗଣଦୁଷ୍କର୍ମ ମାମଲାରେ ସମସ୍ତ ଅଭିଯୁକ୍ତକୁ ଗିରଫ କଲା ପୋଲିସ। ଗତ ୪ ତାରିଖ ଦିନ, କାଳୀପୂଜା ଦେଖି ଫେରୁଥିବା ବେଳେ, ୪ ଜଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ସେହି ଦିନ ହିଁ ଜଣେ ଅଭିଯୁକ୍ତକୁ ଗିରଫ କରିଥିଲା ପୋଲିସ। ଆଉ ତିନି ଜଣ ଫେରାର ହୋଇ ଯାଇଥିଲେ। ଆଜି ସେହି ତିନି ଜଣଙ୍କୁ ଗିରଫ କରିଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.