ଭୁବନେଶ୍ବର:ଦୁର୍ଘଟଣାରେ ସାଧାରଣ ଆହତ ବ୍ୟକ୍ତିଙ୍କୁ ମିଳିବ ମାଗଣାରେ ଫାଷ୍ଟଏଡ୍ ଚିକିତ୍ସା, ୧୦୦ଟି ଟ୍ରାଫିକ୍ ପୋଷ୍ଟରେ ଲାଗିଲା ବକ୍ସ

ଭୁବନେଶ୍ବର(କେନ୍ୟୁଜ୍): ଏଣିକି ରାଜଧାନୀର ରାଜରାସ୍ତାରେ କେହି ଆହାତ ହେଲେ ସେମାନଙ୍କୁ ମିଳିବ ଫାଷ୍ଟଏଡ ଚିକିତ୍ସା । ପାଖାପାଖି ୧୦୦ଟି ଟ୍ରାଫିକ ପୋଷ୍ଟରେ ଏହି ଫାଷ୍ଟଏଡ୍ ବକ୍ସକୁ ଲଗାଯାଇଛି। ସାଧାରଣ ଦୁର୍ଘଟଣାରେ ଆହତ ହୋଉଥିବା ବ୍ୟକ୍ତିମାନଙ୍କୁ କିପରି  ପ୍ରାଥମିକ ଚିକିତ୍ସା କରାଯାଇପାରିବ ଏହାକୁ ଲକ୍ଷ୍ୟରେ ରଖି ଏଭଳି ପ୍ରୟାସ କରିଛି ‘ଜୟ ଓଡିଶା’ ନାମକ ଏକ (NGO) ସଂସ୍ଥା।

fast aidଏଥିରେ ବ୍ୟାଣ୍ଡେଡ ଠାରୁ ଆରମ୍ଭ କରି ଆୟାଡିନ ଅଏଣ୍ଟମେଣ୍ଟ, ଗଜ କପଡା, ତୁଳା ଓ ଅନ୍ୟାନ ପ୍ରାଥମିକ ଚିକିତ୍ସାରେ ବ୍ୟବହୃତ ହେଉଥିବା ସମଗ୍ରୀ ମହଜୁଦ ରଖାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.