ପାହଡ଼ ତଳୁ ଯିବାକୁ ସମ୍ମତି ପ୍ରଦାନ କଲେ ଗଜପତି ରାୟଗଡ଼ ବ୍ଲକ ବାସିନ୍ଦା

ଗଜପତି(କେନ୍ଯୁଜ୍) : ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ବାରଘର, ସାନପତ୍ରଡିଆ, ଉପରସାହି, ତଳ ସାହି ଓ ଗୁରୁଣ୍ଡିଆ ଗାଁର ୧୦୭ଟି ଘରର ଲୋକେ, ସ୍ଥାନନ୍ତର ହେବାକୁ ରାଜି ହୋଇଛନ୍ତି। ପାହଡ଼ ତଳୁ ଯିବାକୁ ସମ୍ମତି ପ୍ରଦାନ କରଛନ୍ତି। ସେମାନଙ୍କୁ ରାୟଗଡ଼ ତହସିଲ ଅଧିନ ବୁରେଇସିଂହ ମୌଜାରେ ଜାଗା ଓ ପଟ୍ଟା ଯୋଗାଇ ଦିଆଯିବ।

pahada ସେମାନଙ୍କୁ ୪ ଡେସିମିଲର ଜାଗା ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବାରଘରରେ ତିତ୍‌ଲି ବାତ୍ୟା ଓ ବର୍ଷାରେ ପାହଡ଼ରେ ଅତଡ଼ା ଖସିବା ଯୋଗୁ ୧୫ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ପାହାଡ଼ ଉପରେ ରହୁଥିବା ଲୋକେ ଚାହିଁଲେ ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ସରକାର ଘୋଷଣା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.