କାର୍ ଡିକିରୁ ଜବତ ହେଲା ୫ଲକ୍ଷ ଟଙ୍କାର ନୀଳ ଜହର, ୩ ବେପାରୀଙ୍କୁ ଗିରଫ କଲା କମିଶନରେଟ୍‌ ପୋଲିସ୍

ଭୁବନେଶ୍ୱର(କେନ୍ଯୁଜ୍): କାର୍ ଡିକିରୁ ଜବତ ହେଲା ନୀଳ ଜହର। ୧ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କଲା କମିଶନରେଟ୍‌ ପୋଲିସ। ଏହାର ଆନୁମାନିକ ମୂଲ୍ୟ ୫ଲକ୍ଷ ଟଙ୍କା ହେବ। ଗଞ୍ଜେଇ ଜବତ ସହ ୩ ଜଣ ବେପାରୀଙ୍କୁ ଗିରଫ କରିଛି ପୋଲିସ।

ଫୁଲବାଣୀରୁ ଭୁବନେଶ୍ୱର ସାଲିଆସାହିକୁ ଚୋରା ଚାଲାଣ ହେଉଥିବାବେଳେ ତମାଣ୍ଡୋରୁ ଜବତ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.