Below header

ନିଶା ଔଷଧ ଖୁଆଇ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ

ବାଲେଶ୍ବର (କେନ୍ଯୁଜ୍) : ନାବାଳିକାଙ୍କୁ ନିଶା ଔଷଧ ଖୁଆଇ ଗଣଦୁଷ୍କର୍ମ ଅଭିଯୋଗ । ବାଲେଶ୍ୱର ଜିଲ୍ଳା ଭୋଗରାଇ ଅଞ୍ଚଳରେ ଏହି ଘଟଣା ଘଟିଛି । ନାବାଳିକାଙ୍କ ଘର ପଶ୍ଚିମବଙ୍ଗରେ ବୋଲି ଜଣାପଡିଛି ।

police

ଆଜି ସକାଳୁ ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଲୋକେ  ଉଦ୍ଧାର କରି ଜଳେଶ୍ୱରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ଘଟଣାସ୍ଥଳରେ ଏଯାଏଁ ପୋଲିସ ପହଂଚି ନିଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.