ବିମାନ କମ୍ପାନିଙ୍କ ପାଇଁ ଖୁସି ଖବର : ପେଟ୍ରୋଲ ଏବଂ ଡିଜେଲ ପରେ ଏବେ ବିମାନ ଇନ୍ଧନର କମିଲା ମୂଲ୍ୟ

ନୂଆଦିଲ୍ଲୀ : ତୈଳ ମୂଲ୍ୟ ବଢ଼ିବା ପରେ ବିଭିନ୍ନ ଟିକେଟ ମୂଲ୍ୟ ମଧ୍ୟ ବଢ଼ିଥିଲା। ଏଣୁ ଏବେ ପେଟ୍ରୋଲ, ଡିଜେଲ ଏବଂ ଏଲପିଜି ଗ୍ଯାସର ମୂଲ୍ୟ କମ ହେବାର ଖୁସି ପରେ ସରକାର ଲୋକଙ୍କ ପାଇଁ ଆଣିଛନ୍ତି ଖୁସି ଖବର। ଏନେଇ ଆଜି ବିମାନ ଇନ୍ଧନ ବା ଆଭିଏସନ ଟର୍ବାଇନ ଫୁଏଲ (ଏଟିଏଫ) ମୂଲ୍ୟ ୧୧ ପ୍ରତିଶତ ହ୍ରାସ ପାଇଛି । ଯାହା ଦ୍ବାରା ଦେଶରେ ବିମାନ ଟିକେଟ ମୂଲ୍ୟରେ ହ୍ରାସ ହେବାର ସମ୍ଭାବନା ରହିଛି। ଏହାଛଡା ଇନ୍ଧନର ମୂଲ୍ୟ ପାଇଁ କ୍ଷତି ସହୁଥିବା କମ୍ପାନି ଗୁଡ଼ିକ କିଛିଟା ଆସ୍ବସ୍ତି ନେବେ ବୋଲି କୁହାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.