ହୁ ହୁ ହୋଇ ବଢୁଛି ତେଲ ଦାମ, ଜାଣନ୍ତୁ ଆଜି ପେଟ୍ରୋଲ ଡିଜେଲ କେତେ ?
ପ୍ରତିଦିନ ଯଦି ଆପଣ ତୈଳ ଦରର ତାଜା ଅପଡେଟ୍ ଜାଣିବାକୁ ଚାହୁଁଛନ୍ତି ତେବେ ଏହି ଖବର ନିଶ୍ଚିତ ପଢନ୍ତୁ। ଆଜି ଭୁବନେଶ୍ୱର ସହରରେ ପେଟ୍ରୋଲ ଦର ରହିଛି ୧୦୨ଟଙ୍କା ୬୬ପଇସା । ଏଥିସହିତ ଡିଜେଲ ଦର ଲିଟର ପିଛା ରହିଛି ୯୨ ଟଙ୍କା ୪୮ପଇସା।
ସେହିପରି ଦେଶର ପ୍ରମୁଖ ସହରରେ ବି ପେଟ୍ରୋଲ ଓ ଡିଜେଲ…