ରସଗୋଲାକୁ GI ମାନ୍ୟତା ପ୍ରସଙ୍ଗ ଅଗଷ୍ଟରେ ପକ୍ଷ ରଖିବେ ରାଜ୍ୟ ସରକାର

ଭୁବନେଶ୍ବର: ଓଡ଼ିଶା ରସଗୋଲାକୁ GI ମାନ୍ୟତା ପ୍ରସଙ୍ଗରେ ଅଗଷ୍ଟ ମାସରେ ପକ୍ଷ ରଖିବେ ରାଜ୍ୟ ସରକାର। ଚେନ୍ନାଇ ସ୍ଥିତ ଜିଆଇ କାର୍ଯ୍ୟାଳୟରେ ତଥ୍ୟ ରଖିବେ। ଏହି ସୂଚନା ଦେଇଛନ୍ତି ଏମଏସଏମଇ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ। ୧୪ଟି ବିଷୟରେ ସ୍ପଷ୍ଟୀକରଣ ମଗାଯାଇଥିଲା। ବଳିଷ୍ଠ ଯୁକ୍ତି ରଖିବା ପାଇଁ ତଥ୍ୟ ଯୋଗାଡ଼ କରୁଛନ୍ତି ରାଜ୍ୟ ସରକାର। ଆବେଦନରେ ତିନିଥର ସଂଶୋଧନ କରାଯାଇଛି। ଓଡ଼ିଶାର ରସଗୋଲା ନାଁରେ ଯୁକ୍ତି ରଖିବାରୁ ପ୍ରସ୍ତୁତି ଚାଲିଥିବା ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.