Below header

କେନ୍ଦ୍ରାପଡ଼ା: ଏକ ଘରୋଇ କଲେଜରେ ପଢୁଥିବା ଛାତ୍ରୀଙ୍କ ରହସ୍ୟଜନକ ମୃତ୍ୟୁ

କେନ୍ଦ୍ରାପଡ଼ା(କେନ୍ୟୁଜ୍): କେନ୍ଦ୍ରାପଡ଼ାର ଏକ ଘରୋଇ କଲେଜରେ ପଢୁଥିବା ଛାତ୍ରୀଙ୍କ ରହସ୍ୟଜନକ ମୃତ୍ୟୁ । ପାରାଦୀପ ଅଞ୍ଚଳର ଛାତ୍ରୀ ସରିତା ସାହୁ ଏକ ଘରୋଇ କଲେଜରେ ଯୁକ୍ତ ଦୁଇ ବିଜ୍ଞାନରେ ପାଠ ପଢୁଥିବା ବେଳେ ନୟନବିହାରରେ ଥିବା କଲେଜ ହଷ୍ଟେଲରେ ରହୁଥିଲେ । ଗତକାଲି ସଂଧ୍ୟାରେ ତାଙ୍କ ମୃତଦେହ ହଷ୍ଟେଲରୁ ମିଳିଛି । ତାଙ୍କର ଦୁଇ ସହପାଠୀ ମେଡିକାଲ ଆଣିଥିଲେ ବି କଲେଜ କର୍ତ୍ତୃପକ୍ଷଙ୍କ କୌଣସି ଦେଖା ମିଳିନାହିଁ । ଶବ ବ୍ୟବଚ୍ଛେଦ ପରେ ପ୍ରକୃତ କାରଣ ଜଣାପଡ଼ିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.