Browsing Tag

college

କଲେଜ ଛାତ୍ରୀଙ୍କୁ ବ୍ଲେଡରେ ଆକ୍ରମଣ, ପରୀକ୍ଷା ଦେବାକୁ ଯାଉଥିବା ବେଳେ ହତ୍ୟା ଉଦ୍ୟମ

ଗୋପ: କଲେଜ ଛାତ୍ରୀଙ୍କୁ ବ୍ଲେଡରେ ଆକ୍ରମଣ । ପରୀକ୍ଷା ଦେବାକୁ ଯାଉଥିବା ବେଳେ ହତ୍ୟା ଉଦ୍ୟମ । ପୁରୀ ଜିଲ୍ଲା ଗୋପ ଥାନା ନାଗପୁରର ଅଭାବନୀୟ ଘଟଣା । ଛାତ୍ରୀ ଜଣକ ଗୋପ କଲେଜରେ +2 ପରୀକ୍ଷା ଦେବାକୁ ଯାଉଥିଲେ । ଘର ଠାରୁ ଦୁଇ ଶହ ମିଟର ଦୂରରେ ଆକ୍ରମଣ ହୋଇଛି । ବ୍ଲେଡରେ ଆକ୍ରମଣ ପରେ…

ଅଧ୍ୟାପିକାଙ୍କୁ କଲେଜ ଅଧ୍ୟକ୍ଷ ନିର୍ଯାତନା ଅଭିଯୋଗ , ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟି ମାଗିଲେ ନ୍ୟାୟ

ଆଠଗଡ଼: ଶ୍ରୀ ଶ୍ରୀ ଧବଳେଶ୍ଵର ମହାବିଦ୍ୟାଳୟରେ ଅଧ୍ୟାପିକାଙ୍କୁ କଲେଜ ଅଧ୍ୟକ୍ଷ ନିର୍ଯାତନା ଦେବା ଘଟଣା ।  ଗତ ୨୦ରେ ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟି ନ୍ୟାୟ ମାଗିବା ଚିଠି ସାମାଜିକ ଗଣମାଧ୍ୟମରେ ଘୁରି ବୁଲିଥିଲା । ଏନେଇ ପରେ ମୁହଁ ଖୋଲିଲେ ସଂପୃକ୍ତ ଅଧ୍ୟାପିକା । ଅଭିଯୋଗ ସତ କହିବା ସହ…

ଷ୍ଟଡ଼ିଟୁର୍‌ରେ ଆସି ସମୁଦ୍ରରେ ଭାସିଗଲେ ଛାତ୍ର, କଲେଜ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ ପରିବାର ଲୋକେ

ବ୍ରହ୍ମପୁର : ପୁଅ ଯାଇଥିଲା ଷ୍ଟଡ଼ିଟୁର୍‌ । ଏପଟେ ପରିବାର ଲୋକେ ପୁଅର ଫେରିବା ବାଟକୁ ଚାହିଁ ରହିଥିଲେ। ସମସ୍ତେ ଅପେକ୍ଷା କରିଥିଲେ ଭାବିଥିଲେ କିଛି ସମୟ ପରେ ଷ୍ଟଡ଼ିଟୁର୍‌ ସାରି ଘରକୁ ଫେରିବ ପୁଅ । କିନ୍ତୁ ଘରକୁ ଫେରିନଥିଲା ପୁଅ । ଠିକ୍ ସେହି ସମୟରେ ହଠାତ୍ ଆସିଥିଲା ଗୋଟାଏ ଫୋନ୍ କଲ୍…

କଲେଜ ଫ୍ରେଶର ପାର୍ଟିରେ ବାଉନ୍‌ସର ଏବଂ ଛାତ୍ରମାନଙ୍କ ମଧ୍ୟରେ ଗଣ୍ଡଗୋଳ: ଭିଡ଼ିଓ ଭାଇରଲ

ନୋଏଡାର ଏକ କଲେଜରେ କିଛି ଛାତ୍ରଙ୍କୁ ବାଉନ୍‌ସର ମାନେ ଅତି ନିର୍ମମ ଭାବେ ଆକ୍ରମଣ କରିଥିବା ମାମଲା ସାମ୍ନାକୁ ଆସିଛି । କଲେଜ ପାର୍ଟି ସମୟରେ ସାମାନ୍ୟ କଥାକୁ ନେଇ କଲେଜର କିଛି ଛାତ୍ର ଏବଂ ସେଠାରେ ଉପସ୍ଥିତ ଥିବା ବାଉନ୍‌ସରଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା । ଯାହା ପରବର୍ତ୍ତୀ ସମୟରେ…

ଗେରୁଆ ରଙ୍ଗ ହେବ ରାଜ୍ୟର ସମସ୍ତ କଲେଜ, ରଙ୍ଗେଇବା ପାଇଁ ରାଜସ୍ଥାନ ସରକାର ଦେଲେ ୭ ଦିନ ସମୟ

ରାଜସ୍ଥାନ ସରକାର ରାଜ୍ୟର ସରକାରୀ କଲେଜଗୁଡ଼ିକୁ ଗେରୁଆ ରଙ୍ଗରେ ରଙ୍ଗେଇବାକୁ ଆଦେଶ ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ୨୦ଟି କଲେଜ ପାଇଁ ଏହି ଆଦେଶ ଜାରି କରାଯାଇଛି । କଲେଜ ବିଲ୍ଡିଂର ସମ୍ମୁଖ ଭାଗ ସହ ପ୍ରବେଶ ହଲକୁ ହ୍ୱାଇଟ୍ ଓ ଅରେଞ୍ଜ ରଙ୍ଗରେ ରଙ୍ଗାଯିବ । ଏତିକି ନୁହେଁ, କଲେଜଗୁଡ଼ିକୁ…

ମହାବିଦ୍ୟାଳୟରେ ଚୋରି ଅଭିଯୋଗ, ତଦନ୍ତ ଚଳାଇଛି ପୋଲିସ

ମହାବିଦ୍ୟାଳୟରେ ଲୁଟ । ମହାବିଦ୍ୟାଳୟର ଛାତ୍ରାବାସରୁ ଦୁର୍ବୁତ୍ତ ମାନେ ଲୁଟି ନେଇଛନ୍ତି ୪୦ଗୋଟି ଫ୍ୟାନ ସହ ବିଭିନ୍ନ ସାମଗ୍ରୀ । ଯାଜପୁର ଜିଲ୍ଲା ଚଣ୍ଡିଖୋଲସ୍ଥିତ ବାବା ଭୈରବାନନ୍ଦ ସ୍ୱୟଂ ଶାସିତ ମହାବିଦ୍ୟାଳୟରୁ ଆସିଛି ଏଭଳି ଅଭିଯୋଗ । ମହାବିଦ୍ୟାଳୟର ନୂତନ ଛାତ୍ରାବାସରୁ ପାଖାପାଖି ୪୦ଟି…

ଅଧାପନ୍ତରିଆ ଅବସ୍ଥାରେ ପଡ଼ିରହିଛି ମହାବିଦ୍ୟାଳୟ, ହେଲେ ୧୦୦% ପରୀକ୍ଷାଫଳ ଆଣିଛନ୍ତି ଛାତ୍ରଛାତ୍ରୀ

ଭଞ୍ଜନଗର : ଆଜିର ସମୟରେ ଶିକ୍ଷା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କିଛି ଲୋକ ବିଶ୍ୱାସ କରନ୍ତି ଯେ ଆପଣ ଭୋକିଲା ରହିପାରିବେ, କିନ୍ତୁ ଶିକ୍ଷା ବିନା ନୁହେଁ । ଏହାର ଅର୍ଥ ହେଉଛି, ଯଦି ଆଜିକା ଦିନରେ କିଛି ଗୁରୁତ୍ୱପୂର୍ଣ୍ଣ ଜିନିଷ ଅଛି, ତାହା ହେଉଛି ଶିକ୍ଷା ।…

ପୂର୍ଣ୍ଣ ସହାୟତାପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟର ଶିକ୍ଷକ ଓ ଅଣ-ଶିକ୍ଷକ କର୍ମଚାରୀମାନଙ୍କ MACP ପାଇଁ  ସରଳ  ହେଲା…

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ  ନବୀନ  ପଟ୍ଟନାୟକ ପୂର୍ଣ୍ଣ ଅନୁଦାନପ୍ରାପ୍ତ  ବେସରକାରୀ ମହାବିଦ୍ୟାଳୟର  ଶିକ୍ଷକ  ଓ କର୍ମଚାରୀମାନଙ୍କ ନିମନ୍ତେ ନିମ୍ନଲିଖିତ ସେବା ସୁବିଧା ଅନୁମୋଦନ କରିଛନ୍ତି |  ପୂର୍ଣ୍ଣ  ସହାୟତା ପାଉଥିବା  ବେସରକାରୀ ମହାବିଦ୍ୟାଳୟର ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ…

କଲେଜ ଭିତରେ ଅଧ୍ୟକ୍ଷ ଓ ଅଧ୍ୟାପିକାଙ୍କ ରାସଲୀଳା, ଭିଡିଓ ଭାଇରାଲ

ନିଆଳି (କେନ୍ୟୁଜ): ଯେତେ ମାଠିବ ମାଠ ମୁଁ ସେଇ ଦର ପୋଡା କାଠ। ଏହି ଉକ୍ତିଟି କହିବାର ଅର୍ଥ ପ୍ରତ୍ୟେକ ଦିନ ଗଣମାଧ୍ୟମରେ ଶିରୋନାମା ପାଲଟିଲାଣି ଗୁରୁ ମାନଙ୍କ କେଳିଙ୍କାରିର ଛବି। କେଉଁଠି ଛାତ୍ରୀଙ୍କୁ ପ୍ରେମ ନିବେଦନ କରି ଛେଚା ଖାଇ ଜେଲ ଯାଉଛନ୍ତି ତ' କେଉଁଠି ସହ କର୍ମୀଙ୍କୁ ମଧ୍ୟ ପ୍ରେମ…

ବ୍ରହ୍ମପୁର କଲେଜ ରାଗିଂ ଘଟଣା: ଜବତ ହେଲା ସମ୍ପୃକ୍ତ ରହିଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ମୋବାଇଲ

ବ୍ରହ୍ମପୁର (କେନ୍ୟୁଜ): ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟରେ ରାଗିଂ ଘଟଣା । ଘଟଣାରେ ସମ୍ପୃକ୍ତ ରହିଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ମୋବାଇଲ ଜବତ ହୋଇଛି । ଭିଡିଓ କିଏ ଉଠାଇଥିଲା ଓ କିଏ ଭାଇରଲ କରିଥିଲା ସେ ନେଇ ଆରମ୍ଭ ହୋଇଛି ତଦନ୍ତ । ସମସ୍ତ ମୋବାଇଲ ରାଜ୍ୟ ଫରେନସିକ ଲ୍ୟାବକୁ ପଠାଯାଇଛି ।…

ପ୍ରଫେସର କଲେଜ ଝିଅଙ୍କୁ ପଠାଉଥିଲେ ନଗ୍ନ ଫଟୋ, ନୋଟ୍ ବାହାନାରେ ଘରକୁ ଡାକି କରୁଥିଲେ ହଇରାଣ

ବିହାରର ଦରଭଙ୍ଗା ଜିଲ୍ଲାର ଲଲିତ ନାରାୟଣ ମିଥିଲା ​​ବିଶ୍ୱବିଦ୍ୟାଳୟର ହିନ୍ଦୀ ପ୍ରଫେସର ଭାବରେ ଅଖିଳେଶ କୁମାର ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତାଙ୍କ ବିରୋଧରେ ଅଭିଯୋଗ ଆସିଛି ​​ଯେ ସେ ନିଜର ଖରାପ ଫଟୋ କଲେଜ ଝିଅମାନଙ୍କୁ ପଠାଉଥିଲେ। ଅଧ୍ୟୟନର ବାହାନା କରି ସେ ଘରକୁ ଡାକି ଛାତ୍ରୀଙ୍କୁ…

ଟାଟା ଟ୍ରଷ୍ଟ ପକ୍ଷରୁ ଆରମ୍ଭ ହେଉଛି ଟ୍ରେନିଂ ପ୍ରୋଗ୍ରାମ୍‌, +୨ ପଢ଼ୁଥିଲେ ଏବେ ହିଁ କରନ୍ତୁ ଆବେଦନ; ମିଳିବ ଆକର୍ଷଣୀୟ…

ଏକାଦଶରୁ ଗ୍ରାଜୁଏସନ୍‌ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଲାଗି ରିସର୍ଚ୍ଚ ଓ ଟ୍ରେନିଂ ପାଇଁ ଟାଟା ଟ୍ରଷ୍ଟ (Tata Trusts) ପକ୍ଷରୁ ଆରମ୍ଭ ହୋଇଛି ପ୍ରୋଗ୍ରାମ୍‌। ଏହି ପ୍ରୋଗ୍ରାମର ନାଁ ରହିଛି ଟାଟା ଟ୍ରଷ୍ଟସ୍‌ ମିନ୍ସ ଗ୍ରାଣ୍ଟ ଫର କଲେଜ ୨୦୨୨-୨୩ (Tata Trusts Means Grant for College…