ପୁଣି ବ୍ଲାକ୍ ପଲସର୍ ଆତଙ୍କ, ରେଣ୍ଟାଲ କଲୋନୀ ନିକଟରେ ମହିଳାଙ୍କ ବେକରୁ ସୁନାଚେନ୍ ଲୁଟି ନେଲେ ୨ ଦୁର୍ବୃତ୍ତ

ଭୁବନେଶ୍ବର(କେନ୍ଯୁଜ୍): ପୁଣି ରାଜଧାନୀରେ ବ୍ଲାକ୍ ପଲସର୍ ଆତଙ୍କ। ବାଇକ୍ ରେ ଆସି ମହିଳାଙ୍କ ବେକରୁ ସୁନା ଚେନ୍ ଲୁଟି ନେଲେ ଦୃବୃର୍ତ୍ତ। ସୂଚନା ମୁତାବକ ନୟାପଲ୍ଲୀ ରେଣ୍ଟାଲ କଲୋନୀ ନିକଟରେ ଏକ କଳା ରଙ୍ଗର ପଲସର୍ ରେ ଦୁଇ ଜଣ ଦୁର୍ବୃତ୍ତ ଆସି ମହିଳାଙ୍କ ବେକରୁ ସୁନା ଚେନ୍ ଛିଣ୍ଡାଇ ନେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.