Below header

ଯାଜପୁର: କ୍ୟାନସର ପୀଡ଼ିତା ମାମୁନିକୁ ମିଳିଲା ଜିଲ୍ଲା ପ୍ରଶାସନ ପକ୍ଷରୁ ସହାୟତା

ଯାଜପୁର (କେନ୍ୟୁଜ): ଆଠ ବର୍ଷର କୁନି ଝିଅ ମାମୁନିକୁ କ୍ୟାନସର, ଏହି ଖବର ଗତକାଲି କେ ନ୍ୟୁଜରେ ପ୍ରସାରିତ ହୋଇଥିଲା । ଖବର ପ୍ରସାରଣ ପରେ ଜିଲ୍ଲା ପ୍ରଶାସନ ସହାୟତାର ହାତ ବଢାଇଛି । ଆଜି ଜିଲ୍ଲା ରେଡକ୍ରସ ପାଣ୍ଠିରୁ ତାର ପ୍ରାଥମିକ ଚିକିତ୍ସା ନିମନ୍ତେ ୨୦ ହଜାର ତାଙ୍କ ଆର୍ଥିକ ସହାୟତା ପ୍ରଦାନ କରିବା ସହ ତାର ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବ୍ବାହାନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ । ମାମୁନି ଧର୍ମଶାଳା ବ୍ଲକ ଅଭୟପୁର ପଂଚାୟତ ନିଳାଦେଇପୁର ଗ୍ରାମର ଅଭିନ ବେହେରାଙ୍କ ଝିଅ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.