ପାଚେରୀ ନିର୍ମାଣଙ୍କୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୨ ଆହତ

କଟକରେ ଗୋଷ୍ଠୀ ସଂଘର୍ଷ, ୨ ଆହତ। ପାଚେରୀ ନିର୍ମାଣଙ୍କୁ କେନ୍ଦ୍ର କରି କଟକ ଦେୱାନ ବଜାର ତନ୍ତିସାହି ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷ। ଗତକାଲି ବିଳମ୍ବିତ ରାତିରେ୨ ଗୋଷ୍ଠୀ ମଧ୍ୟରେ ଢେଲା ପଥର ମାଡ଼ରେ ୨ ଜଣ ଆହତ ହୋଇଛନ୍ତି ।

କଟକ (କେନ୍ୟୁଜ): କଟକରେ ଗୋଷ୍ଠୀ ସଂଘର୍ଷ, ୨ ଆହତ। ପାଚେରୀ ନିର୍ମାଣଙ୍କୁ କେନ୍ଦ୍ର କରି କଟକ ଦେୱାନ ବଜାର ତନ୍ତିସାହି ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷ। ଗତକାଲି ବିଳମ୍ବିତ ରାତିରେ୨ ଗୋଷ୍ଠୀ ମଧ୍ୟରେ ଢେଲା ପଥର ମାଡ଼ରେ ୨ ଜଣ ଆହତ ହୋଇଛନ୍ତି । ଏନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିଲା ।

ଘଟଣାସ୍ଥଳରେ ପୋଲିସ ମୁତୟନ ହୋଇଥିଲେ। କମିଶନରେଟ ପୋଲିସର ବରିଷ୍ଠ ଅଧିକାରୀ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । କଟକ ଅତିରିକ୍ତ ଡିସିପି, ACP ଅନ୍ୟ ପୋଲିସ ଅଧିକାରୀ ଓ ଲାଲବାଗ ଥାନା ପୋଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲେ । ଏଥିସହ ଘଟଣାର ତଦନ୍ତ କରୁଛି କମିଶନରେଟ ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.