ପୁରୀ ସଦର ତଳଜଙ୍ଘ ନଈକୂଳରୁ ମାଟି ତଳୁ ଯୁବତୀଙ୍କ ଅଧାପୋଡ଼ା ମୃତଦେହ ଉଦ୍ଧାର, ୬ ଅଟକ

ପୁରୀ: ମାଟିତଳୁ ଯୁବତୀଙ୍କ ଅଧାପୋଡ଼ା ମୃତଦେହ ଉଦ୍ଧାର । ପୁରୀ ଜିଲ୍ଲା ଚନ୍ଦନପୁର ଥାନା ପୋଲିସ ଦ୍ୱାରା ୬ ଜଣ ଅଟକ ଅଛନ୍ତି। ପୁରୀ ସଦର ତଳଜଙ୍ଘ ନଈକୂଳରୁ ମାଟି ତଳୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି।

ପ୍ରେମବ୍ୟାପାରକୁ ନେଇ ଯୁବତୀ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ପୋଲିସ ତଦନ୍ତ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.