ରାଜଧାନୀରେ ଛାତିଥରା ହତ୍ୟାକାଣ୍ଡ: ଭୁନେଶ୍ୱର ଉପକଣ୍ଠ ଅନ୍ଧାରୁଆ ରାସ୍ତାକଡରେ ପଡିଛି ମହିଳାଙ୍କ ମୁଣ୍ଡବିହୀନ ମୃତଦେହ

ଭୁବନେଶ୍ବର: ରାଜଧାନୀରେ ଛାତିଥରା ହତ୍ୟାକାଣ୍ଡ । ମହିଳାଙ୍କୁ କେହି ନୃଶଂସ ଭାବେ ହତ୍ୟା କରିଛି । ରାସ୍ତା କଡରେ ପଡିଛି ମହିଳାଙ୍କ ମୁଣ୍ଡବିହୀନ ମୃତଦେହ। ଭୁନେଶ୍ୱର ଉପକଣ୍ଠ ଅନ୍ଧାରୁଆ ରାସ୍ତା କଡରେ ମୃତଦେହ ପଡିଛି ।

ଦୁର୍ବୃତ୍ତ ହତ୍ୟା କରିବା ପରେ ମୁଣ୍ଡ କାଟି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ଭରତପୁର ପୋଲିସ ପହଞ୍ଚି ତନାଘନା ଚଳାଇଛି। ମୃତ ମହିଳାଙ୍କ ପରିଚୟ ମିଳିପାରିନଥିବାବେଳେ କିଏ ଓ କାହିଁକି ହତ୍ୟା କଲା ସେନେଇ ତନାଘନା ଜାରି ରହିଛି। ଘଟଣାସ୍ଥଳରୁ ମଦ ବୋତଲ, ଗ୍ଲୋବ୍‌ସ ଓ ବେଡସିଟ୍‌ ଜବତ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.