ଜଗତସିଂହପୁର କଣ୍ଟିଲୋଠାରେ କ୍ରିକେଟ ପ୍ରିମିୟମ ଲିଗ୍ ଆୟୋଜିତ, ବିଧାୟକ କଲେ ଉଦ୍‌ଘାଟନ

ଜଗତସିଂହପୁର ଜିଲ୍ଲା କଣ୍ଟିଲୋ ପଞ୍ଚାୟତର କଣ୍ଟିଲୋ ଠାରେ କ୍ରିକେଟ ପ୍ରିମିୟମ ଲିଗ୍ ମ୍ୟାଚ ଅନୁଷ୍ଠିତ ହୋଇଛି। ଏହି ମ୍ୟାଚକୁ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଫିତା କାଟି ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କଣ୍ଟିଲୋ ପଞ୍ଚାୟତ ସରପଞ୍ଚ ରଞ୍ଜିତ ଭୋଇ, ମଣ୍ଡାସହି ପଞ୍ଚାୟତ ସରପଞ୍ଚ ଚିତ୍ତ ରଞ୍ଜନ ରାଉଳ ପ୍ରମୁଖ ଯୋଗଦେଇଥିଲେ। ମୋଟ ଆଠଟି ଦଳ ଏହି ମ୍ୟାଚରେ ଭାଗନେଇଥିଲେ, ସେଥିମଧ୍ୟରୁ ପୁରଣ କ୍ରିକେଟ ଦଳ ଚାମ୍ପିଅନ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.