Below header

ଏଥର ତାତିରୁ ନିସ୍ତାର ନାହିଁ : ୫ ଦିନ ପରେ ବଢିବ ୪ ଡିଗ୍ରୀ ପାରଦ

ମାର୍ଚ୍ଚରେ ତାତିବ ସାରା ଦେଶ ।୧୫ ଦିନ ପାଇଁ ହିଟ୍‌ େଓ୍ଵଭ୍‌ ଓ୍ଵାର୍ଣ୍ଣିଂ ଜାରି କରିଛି ସ୍କାଏମେଟ୍‌ ।

ଭୁବନେଶ୍ୱର (କେନ୍ୟୁଜ): ଆହୁରି ବଢ଼ିବ ତାତି । ଆଗାମୀ ୫ ଦିନ ରାଜ୍ୟରେ ତାପମାତ୍ରା ୩ରୁ ୪ ଡିଗ୍ରୀ ସେଲସିୟସ ବଢ଼ିବାର ସମ୍ଭାବନା ରହିଛି । ତେବେ ରାତି ତାପମାତ୍ରାରେ ବଡ଼ ଧରଣର ପରିବର୍ତ୍ତନର ସମ୍ଭାବନା ନାହିଁ । ଆସନ୍ତା ୫ ଦିନ ପାଗ ପ୍ରାୟତଃ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ।

ସେହିପରି ସ୍କାଏମେଟ୍‌ ତରଫରୁ କୁହାଯାଇଛି ମାର୍ଚ୍ଚରେ ତାତିବ ସାରା ଦେଶ । ମାର୍ଚ୍ଚ ୧୫ ଆଡ଼କୁ ଅସହ୍ୟ ହେବ ତାତି । ସିଭିଅର ହିଟ୍‌ େଓ୍ଵଭ୍‌ ଓ୍ଵାର୍ଣ୍ଣିଂ ଆକଳନ । ଅସହ୍ୟ ତାତିରେ ଛଟପଟ ହେବ ସାରା ଦେଶ । ୧୫ ଦିନ ପାଇଁ ହିଟ୍‌ େଓ୍ଵଭ୍‌ ଓ୍ଵାର୍ଣ୍ଣିଂ ଜାରି କରିଛି ସ୍କାଏମେଟ୍‌ । ଫେବ୍ରୁଆରୀରେ ଅସହ୍ୟ ହେଲାଣି ତାତି । ମାର୍ଚ୍ଚରେ ଦିନର ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ୍‌ ଛୁଇଁବା ସମ୍ଭାବନା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.